Friday, March 14, 2025
ଦେଶଦୁନିଆ
ଓଡ଼ିଶା
ରାଜନୀତି
ଟେକ୍ନୋଲୋଜି
ଖେଳ
ସାହିତ୍ୟ
ଅପରାଧ
ମନୋରଂଜନ
ସ୍ୱାସ୍ଥ୍ୟ
ଶିକ୍ଷା ଓ ନିଯୁକ୍ତି
ରୋଷେଇବାସ
ଧର୍ମ,ଜୀବନଶୈଳୀ
Search for:
Search
Home
ସାହିତ୍ୟ
ଶିକ୍ଷକ- ଯେଉଁଠାରେ ନପହଞ୍ଚନ୍ତି ରବି, ସେଠାରେ ପହଞ୍ଚନ୍ତି କବି, ଉକ୍ତିକୁ ପ୍ରମାଣ କରିବା ପାଇଁ ଉଦାହରଣ ଦିଅ। ଛାତ୍ର- କବି ସମ୍ମିଳନୀ ରାତିରେ ହେବା।
April 02, 2021
...
ଶରୀର କହୁଛି ବ୍ୟାୟମ କର, । ଏବଂ ଆତ୍ମାକୁ ରାବିଡି, ଜିଲାପି, ସିଙ୍ଗଡା, କଚୁଡି ଏବଂ ଛୋଲେ ଭାଟୁରେ ଏବଂ ଗୁପଚୁପ ଦରକାର । କିନ୍ତୁ ଶରୀର ତ ନଶ୍ଵର ଅଟେ, ଏବଂ ଆତ୍ମା ଅଜର ଅମର ଅଟେ…. ତେଣୁ ଆତ୍ମାର ଶୁଣିବା ଉଚିତ ।
April 02, 2021
...
ପପ୍ପୁ-(ନିଜ ମା ଙ୍କୁ )- ମାଆ, ମୁଁ ଜୀବନରେ ଆଗକୁ ବଢିବା ନିମନ୍ତେ କଣ କରିବି? ମାଆ- ପଥର ନେ ଏବଂ ସର୍ବପ୍ରଥମେ ତୋର ମୋବାଇଲ ଭାଙ୍ଗିଦେ….!
April 02, 2021
...
1. ପ୍ରଥମ ସାଙ୍ଗ- କଣ କରୁଛୁ ଭାଇ? ଦ୍ଵିତୀୟ ସାଙ୍ଗ- ଖାଉଛି ଭାଇ….! ପ୍ରଥମ ସାଙ୍ଗ- ଏକୁଟିଆ ଏକୁଟିଆ…? ଦ୍ଵିତୀୟ ସାଙ୍ଗ- ଆବେ ସ୍ତ୍ରୀ ଠାରୁ ଗାଳି ଖାଉଛି, ଆସେ ତୁ ମଧ୍ୟ ଖାଇନେ…!!!
April 02, 2021
...