March 24, 2021 - ଦେଶଦୁନିଆ ଏପ୍ରିଲରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଏବେଠୁ ସାରି ଦିଅନ୍ତୁ ସବୁ କାମ Facebook Twitter Whatsapp ଏପ୍ରିଲ ମାସରେ ମାତ୍ର ୧୮ ଦିନ ହିଁ ଖୋଲା ରହିବ ବ୍ୟାଙ୍କ। ମାର୍ଚ୍ଚ ଶେଷ ଅର୍ଥାତ୍ ୨୭ ମାର୍ଚ୍ଚରୁ ଏପ୍ରିଲ ପ୍ରଥମ ସପ୍ତାହର ୧୦ ଦିନ ମଧ୍ୟରୁ ବ୍ୟାଙ୍କ ୭ ଦିନ ବନ୍ଦ ରହିବ। ଏଣୁ ଏହି ସମୟରେ କୌଣସି କାମ କରିପାରିବେ ନାହିଁ। ଏଥିରେ ଆର୍ଥିକ ବର୍ଷ ଶେଷ ଓ ନୂଆ ଆର୍ଥିକ ବର୍ଷ ଆରମ୍ଭ ଛୁଟି ବି ରହିଛି।