କମିଲା-ପେଟ୍ରୋଲ-ଦର-ଜାଣନ୍ତୁ-ଆଜି-କେତେ-ଅଛି-ଦାମ୍
- ଦେଶଦୁନିଆ

କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

 ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ହ୍ରାସ ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୮ ପଇସା କମି ୯୨ ଟଙ୍କା ୭୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୯ ପଇସା କମି ୮୮ ଟଙ୍କା ୬୦ ପଇସା ହୋଇଛି ।

Leave a Comment

Your email address will not be published. Required fields are marked *