ଚାଣକ୍ୟ-ନୀତିବାଣୀ-ସିନ୍ଦୁର-
- ଧର୍ମ,ଜୀବନଶୈଳୀ

ଚାଣକ୍ୟ ନୀତିବାଣୀ"ସିନ୍ଦୁର"

 ଯେଉଁ ନାରୀ ମାନେ ମଥାର ମଝିରେ ସିନ୍ଦୁର ନଲଗେଇ ସାଇଡରେ ଲଗେଇ ଥାଆନ୍ତି ତେବେ ସେମାନଙ୍କ ସ୍ୱାମୀ ମଧ୍ୟ ତାଙ୍କ ଠାରୁ ଦୂରେଇ ଯାଆନ୍ତି । ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ସର୍ଵଦା ମତ ଭେଦ ଲାଗି ରହିଥାଏ । ଝଗଡା ମଧ୍ୟ ହୋଇ ଥାଏ ।ଯେଉଁ ନାରୀ ମାନେ ନିଜ ମଥାର ମଝିରେ ଏକ ଲମ୍ବା କରିକି ସିନ୍ଦୁର ଲଗେଇ ଥାଆନ୍ତି । ସେମାନଙ୍କ ସ୍ୱାମୀଙ୍କ ଆୟୁଷ ବଢି ଯାଇଥାଏ । ମାତା ପାର୍ବତୀ ଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ ଜାଣିବାର ଅଛି ତେବେ ଆପଣ ନିଜ ସ୍ୱାମୀ ଙ୍କୁ ଆପଣଙ୍କ ମଥାରେ ସିନ୍ଦୁର ଭରିବାକୁ କୁହନ୍ତୁ । ଯଦି ସିନ୍ଦୁର ଲଗେଇବା ସମୟରେ ଅଳ୍ପ ଟିକେ ସିନ୍ଦୁର ଯଦି ନାକ ଉପରେ ପଡେ ତେବେ ଜାଣିବେ କି ଆପଣଙ୍କ ସ୍ୱାମୀ ଆପଣଙ୍କୁ ବହୁତ ଅଧିକ ଭଲ ପାଆନ୍ତି ।ଯେଉଁ ନାରୀ ନିଜ ମଥାର ସିନ୍ଦୁର କୁ କେଶର ସାହାଯ୍ୟ ରେ ଲୁଚେଇ ଦିଅନ୍ତି । ତେବେ ତାଙ୍କ ସ୍ୱାମୀ ମଧ୍ୟ ସମାଜରେ ଲୁଚି ଯାଇଥାନ୍ତି । ତାଙ୍କ ସ୍ୱାମୀ ଙ୍କୁ ସମ୍ମାନ ମଧ୍ୟ ମିଳି ନଥାଏ । ସିନ୍ଦୁରକୁ ଲମ୍ବା ଏଭଳି ଲଗାନ୍ତୁ କି ସେ ନଜର ରେ ଆସୁଥାଉ । ସିନ୍ଦୁରରେ ସଜେଇ ହୋଇଥିବା ନାରୀ ସୌଭାଗ୍ୟବତୀ ର ପ୍ରତୀକ ହୋଇ ଥାଆନ୍ତି ।
ନାରୀ ମାନଙ୍କୁ ସିନ୍ଦୁର ବହୁତ ଧ୍ୟାନ ସତର୍କତା ରେ ଲଗେଇବା ଉଚିତ । ନ ହେଲେ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ସ୍ୱାମୀ ଅନ୍ୟ ସ୍ତ୍ରୀ ଙ୍କ ପ୍ରତି ଆକର୍ଷିତ ହୋଇ ଯାଇଥାଏ । ସେଥିପାଇଁ ସିନ୍ଦୁର କୁ ସର୍ଵଦା ମଥା ର ମଝିରେ ଲମ୍ବ ରେ ଲଗେଇବା ଉଚିତ ।ସିନ୍ଦୂର ଲଗେଇବା ସମୟରେ ଯଦି ସିନ୍ଦୁର ହାତରୁ ଖସି ପଡ଼େ ତେବେ ତାକୁ ଅଶୁଭ ବୋଲି କୁହାଯାଏ । ଏହା ସମ୍ପର୍କରେ ଫାଟ ସୃଷ୍ଟି ହେବାର ସଙ୍କେତ ଦେଇଥାଏ । ଏହି ସମୟରେ ଆପଣ ମାତା ପାର୍ବତୀଙ୍କ ଅର୍ଚ୍ଚନା କରିବା ଆବଶ୍ୟକ । କ୍ଷମା ମାଗିନେବା ଉଚିତ । ଏହା ଦ୍ୱାରା ଅଶୁଭତା ଦୁର ହୋଇ ଯାଇଥାଏ ।ଯେଉଁ ବ୍ୟକ୍ତିକୁ ସ୍ୱପ୍ନରେ ସିନ୍ଦୁର ଲଗା ସ୍ତ୍ରୀ ନଜର ଆସିଥାନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହା ଧନ ଲାଭ ମଧ୍ୟ କରାଇ ଥାଏ ।
 
 
 

Leave a Comment

Your email address will not be published. Required fields are marked *