ଝିଅ-ରିଲେସନ-ନା-ସିଙ୍ଗଲ-ଅଛି-ରେ-କିପରି-ଜାଣିବେ-ଦେଖନ୍ତୁ
- ଧର୍ମ,ଜୀବନଶୈଳୀ

ଝିଅ ରିଲେସନ ନା ସିଙ୍ଗଲ ଅଛି ରେ କିପରି ଜାଣିବେ ଦେଖନ୍ତୁ

 ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ଝିଅ କୁ ଦେଖି ଆମେ କେମିତି ଭାବେ ଜାଣିବା କି ସେ ସିଙ୍ଗେଲ ରହିଛି ନା ରିଲେସନ ସିପ୍ ରେ ରହିଛି ବୋଲି , ତେବେ ଆମେ ଏହି ଉପରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଯାଉ ଥିବା ବେଳେ ଆପଣ ମାନେ ଆମର ଏହି ପୋଷ୍ଟ କୁ ନିଶ୍ଚିତ ଭାବେ ଶେଷ ଯାଏ ଦେଖନ୍ତୁ ।

ପୁଅ ମାନଙ୍କ ସହିତ ଏମିତି ବହୁତ ସମୟ ହୋଇ ଥାଏ କି ସେମାନେ ଝିଅ ଦେଖି ତ ପସନ୍ଦ କରନ୍ତି ହେଲେ ସେମାନେ ଏହି ବିଷୟ ରେ କେବେ ବି ଜାଣି ପାରନ୍ତି ନାହିଁ ସେମାନେ ସିଙ୍ଗେଲ ରହିଛନ୍ତି ନା ରିଲେସନ ସପ୍ ରେ ରହିଛନ୍ତି ବୋଲି । ଏବଂ ସେମାନେ ସେଠାରେ ପ୍ରେମତ କରନ୍ତି ହେଲେ ପରେ ସେମାନଙ୍କୁ ଧୋକା ହିଁ ମିଳେ ହେଲେ ଆମେ ଯେଉଁ ଟ୍ରିକ୍ ବିଷୟ ରେ କହିବୁ ଜାହା ପାଇଁ ଆପଣ ମାନେ ଜାଣି ପାରିବେ କି ସେହି ଝିଅ ରିଲେସନ ରେ ରହିଛି ନା ଲିଙ୍ଗେଲ ଅଛି ବୋଲି ।ସିଙ୍ଗେଲ ରହିଛି ନା ରିଲେସନ ସିପ୍ ରେ ରହିଛି ଜାଣିବା ପାଇଁ ଆପଣ ମାନେ ତା ମୋବାଇଲ କୁ ନଜର ଦିଅନ୍ତୁ ଯଦି ସେ ସବୁ ବେଳେ ତାର ମୋବାଇଲ କୁ ଧରି ଥାଏ ତେବେ ସେ ସିଙ୍ଗେଲ ନାହିଁ କାରଣ ତାର ବୟଫ୍ରେଣ୍ଡ ରହିଛି ବୋଲି ସେ ସବୁ ବେଳେ ଏମିତି ଭାବେ ମୋବାଇରଲ କୁ ବ୍ୟବହାର କରୁଛି , ଆଉ ଯଦି ନ ଥିବ ତେବେ ସେ ସବୁ ସମୟ ରେ ମୋବାଇଲ କୁ ଚଳେଇବା ପାଇଁ ପସନ୍ଦ କରିବ ନାହିଁ ,ସେହି ପରି ବନ୍ଧୁଗଣ ସେହି ଝିଅ ପାଖକୁ କଲ୍ ଆସୁ ଥିଲେ ସେହି ସମୟ ରେ ଏହି ଉପରେ ନଜର ଦେବ କି ସେ କେଉଁ ପରି ଭାବେ କଥା ହେଉଛି ବୋଲି ଧରା ଯାଉ ସେ ତାର ବୟଫ୍ରେଣ୍ଡ ସହିତ କଥା ହେବ ତେବେ ସେ ଏକୁଟିଆ ସ୍ଥାନ କୁ ଯିବାକୁ ପସନ୍ଦ କରିବ ଏବଂ ସବୁ କଥା କୁ ସେ ଅପନ୍ସି କହି ପାରିବ ନାହିଁ , ଜାହା ଫଳ ରେ ଆପଣ ମାନେ ଜାଣି ପାରିବେ କି ସେ ରିଲେସନ ରେ ରହୁଛୁ ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Comment

Your email address will not be published. Required fields are marked *