ତୁଳସୀ-ଗଛ-ପାଖରେ-ରଖନ୍ତୁ-ଏହି-ଜିନିଷ-ଘରେ-ହେବ-ଟଙ୍କାର-ବର୍ଷା
- ଧର୍ମ,ଜୀବନଶୈଳୀ

ତୁଳସୀ ଗଛ ପାଖରେ ରଖନ୍ତୁ ଏହି ଜିନିଷ ଘରେ ହେବ ଟଙ୍କାର ବର୍ଷା

 ହିନ୍ଧୁ ଧର୍ମ ରେ ତୁଳସୀ ଗଛ କୁ ଏକ ପବିତ୍ର ଏବଂ ପୂଜନିୟ ବୋଲି ମନାଯାଏ ତେଣୁ ଅଧିକାଶଂ ହିନ୍ଧୁ ଲୋକ ମାନଙ୍କ ଘରେ ତୁଳସୀ ଗଛ ଲଗା ଜାଇ ଥାଏ ନିୟମିତ ଭାବେ ଏହି ଗଛ ଠାରେ ସଂନ୍ଧ୍ୟା ଧୂପ ଲଗା ଜାଇଥାଏ ବନ୍ଧୁଗଣ ତୁଳସୀ ଗଛ କେବଳ ପୂଜନିୟ ନୁହେଁ ବରଂ ସେହି ଥିରେ ବହୁତ ଔଷଧିୟ ଗୁଣ ବି ଭରି ରହିଛି , ବୈଧିକ ସଂକୃତି ରେ ମଧ୍ୟୟ ତୁଳସୀ ର ବହୁତ ବଡ ମହତ୍ୱ ରହିଛି , ବହୁତ କମ୍ ଲୋକ ମାନଙ୍କୁ ଏହା ଜଣା ଥିବ କି ତୁଳସୀ ର ବିବାହ ଶାଳ ଗ୍ରାମ ସହିତ ହୋଇ ଥିଲା , ଏବଂ ଶାଳ ଗ୍ରାମ ଭଗବାନ ଶ୍ରୀ କୃଷ୍ଣ ଙ୍କ ଅବତାର ଅଟେ । ପ୍ରତ୍ୟେକ ଦିନ ଖାଲି ପେଟ ରେ ପାଞ୍ଚ ଟି ପତ୍ର କୁ ଖାଇବା ଦ୍ୱାରା ଆପଣ ମାନଙ୍କ ଦେହ ରେ ଶ୍ୱାସ ବା ରକ୍ତ ଅପରିସ୍କାର ଭଲି ସମସ୍ୟା ଦେଖିବା ପାଇଁ ମିଳେ ନାହିଁ ସାଧାରଣ ଭାବେ ଏହି ତୁଳସୀ ଗଛ ଘର କୁ ସୁଖ ସମୃଦ୍ଧି ଆଣେ ଆଉ ଘରେ ତୁଳସୀ ସହିତ କଦଳୀ ଗଛ କୁ ଲଗାଇବା ଦ୍ୱାରା ଆପଣ ମାନଙ୍କ ଘରେ ସୁଖ ସମୃଦ୍ଧି ବହୁତ ପରିମାଣ ରେ ଦେଖିବା ପାଇଁ ମିଳେ ।ଆପଣ ମାନଙ୍କ ଉପରେ ସବୁ ସମୟ ରେ ଭଗବାନ ବିଷ୍ଣ ଙ୍କ କୃପା ରହିଥାଏ । ସେମିତି ରେ ଆପଣ ମାନଙ୍କ ଘରେ ଯଦି କଦଳୀ ଗଛ ରହିଛି ତେବେ ଏହାକୁ ସବୁ ସମୟ ରେ ଇସାଣ କୋଣ ରେ ଲଗାନ୍ତୁ, ଏହା ଦ୍ୱାରା ଘରେ ଧନ ର ବର୍ଷା ହୁଏ ଏବଂ ସ୍ୱାସ୍ଥ ମଧ୍ୟ ଠିକ୍ ରହେ । ଯଦି ଏହି ଗଛ ର ଦିଗ ସଠିକ୍ ନ ଥିବ ତେବେ ସେମିତି ବେଳେ ଆପଣ ମାନଙ୍କ ଘରେ ସବୁ ସମୟ ରେ କଳି ତଥା ସବୁ ସମୟ ଧନ ର କ୍ଷେତି ହେବାର ଆପଣ ମାନେ ଦେଖି ଥାନ୍ତି, ସେମିତି ରେ କଦଳୀ ସହିତ ତୁଳସୀ ଗଛ ପାଖାପାଖୀ ଲଗାଇବା ଦ୍ୱାରା ଆପଣ ମାନଙ୍କ ଉପରେ ଲକ୍ଷ୍ମୀ ଏବଂ ବିଷ୍ଣ ଙ୍କ କୃପା ରହିଥାଏ ,ତେବେ ଘରେ ସବୁ ସମସ୍ୟା ଦୂର ହୁଏ ,ଏବଂ ଯେଉଁ ଘରେ ତୁଳସୀ ର ପୂଜା କକରା ଜାଇଥାଏ ସେହି ଘରେ ସାକାରାତ୍ମକତା ରହିଥାଏ , ସେହି ପରି ବନ୍ଧୁଗଣ ବେଳେ ଆପଣ ମାନେ ଦେଖି ଥିବେ ତୁଳସୀ ଗଛ ପାଖରେ କିଛି ଛୋଟ ଛୋଟ ଗଛ ଆଦି ଉଠେ ଆପଣ ମାନେ ସେହି ଗଛ ଉପାଡି ପକାନ୍ତୁ ନାହିଁ ବରଂ ଆପଣ ମାନେ ସେହି ଗଛ କୁ ନେଇ ଏକ କପଡା ରେ ବାନ୍ଧି କରି ନିଜର ଧନ ସଂମ୍ପତୀ ସ୍ଥାନ ରେ ରଖିଲେ ନିଶ୍ଚିତ ଶୁଭ ଫଳ ମିଳିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Comment

Your email address will not be published. Required fields are marked *