March 05, 2021 - ରାଜନୀତି ପଶ୍ଚିମବଙ୍ଗ-ନିର୍ବାଚନ-ଲାଗି-ତୃଣମୂଳ-କଂଗ୍ରେସ-ପ୍ରାର୍ଥୀ-ତାଲିକା-ଘୋଷଣା-କରିଛି Facebook Twitter Whatsapp ପଶ୍ଚିମବଙ୍ଗ ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚଳିତ ନିର୍ବାଚନରେ ୨୯୧ଟି ସିଟରେ TMC ଲଢିବ, ଏହାସହ ଅନ୍ୟ ୩ଟି ସିଟରେ ସହଯୋଗୀ ଦଳ ଲଢ଼ିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି