ପିପିଲି-ପାଇଁ-ପ୍ରାର୍ଥୀ-ଘୋଷଣା-କଲା-ବିଜେପି
- ରାଜନୀତି

ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

 ପିପିଲି ଉପନିର୍ବାଚନ ଲାଗି ବିଜେପିର ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଲାଗି ବିଜେପିର ପ୍ରାର୍ଥୀ ଘୋଷଣା ହୋଇଛି।

Leave a Comment

Your email address will not be published. Required fields are marked *