ଫେସ୍‌ବୁକ୍‌-ର-ବଡ଼-ନିଷ୍ପତ୍ତି-ଗ୍ରୁପ୍‌ରେ-ଏପରି-ମେସେଜ୍‌-ପଠାଇବା-ଆପଣଙ୍କୁ-ପଡ଼ିପାରେ-ଭାରୀ
- ଟେକ୍ନୋଲୋଜି

ଫେସ୍‌ବୁକ୍‌ ର ବଡ଼ ନିଷ୍ପତ୍ତି, ଗ୍ରୁପ୍‌ରେ ଏପରି ମେସେଜ୍‌ ପଠାଇବା ଆପଣଙ୍କୁ ପଡ଼ିପାରେ ଭାରୀ

 ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ ଏବେ ନେଇଛି ବଡ଼ ନିଷ୍ପତ୍ତି । ଫେସ୍‌ ବୁକ୍‌ ର ଏହି ନୂଆ ନିୟମ ଗ୍ରୁପ୍‌ ମେସେଜ୍‌, ଫଟୋ ଓ ଭିଡିଓ ପଠାଉଥିବା ୟୁଜରଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ଫେସ୍‌ବୁକରେ ହାନିକାରକ କଣ୍ଟେଣ୍ଟ ପଠାଉଥିବା ୟୁଜରଙ୍କ ପାଇଁ ଫେସବୁକ୍‌ ଆଣିଛି ଏପରି ନିୟମ ।ଯଦି କେହି ଫେସ୍‌ବୁକ୍‌ ଗ୍ରୁପ୍‌ରେ ହାନିକାରକ କଣ୍ଟେଣ୍ଟ ପଠାନ୍ତି ତେବେ କମ୍ପାନୀ ପ୍ରଥମେ ଏହି ଗ୍ରୁପକୁ ବନ୍ଦ କରିଦେବ । ଏମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ତଥ୍ୟ ପଠାଇବାକୁ କେବଳ ଅନୁମତି ମିଳିବ ।

Leave a Comment

Your email address will not be published. Required fields are marked *