ବାହୁଡା-ନିମନ୍ତେ-ଅନ୍ବେଷଣ-ର-ବୃକ୍ଷ-ରୋପଣ।
- ଓଡ଼ିଶା

ବାହୁଡା ନିମନ୍ତେ ଅନ୍ବେଷଣ ର ବୃକ୍ଷ ରୋପଣ।

 ଯାଜପୁର ବ୍ଲକ ଅନ୍ତର୍ଗତ ବରୁହାଁ ନିକଟସ୍ଥ କୁସୁନପୁର ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ତାରାଦେବୀ  ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ଔଷଧିୟ ଓ ପୁଷ୍ପ ବୃକ୍ଷ ଅନ୍ୱେଷଣ ଥିଏଟର ର ସଦସ୍ୟ ମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରେ ବରୁହାଁ ର ସରପଞ୍ଚ ଶ୍ରୀଯୁକ୍ତ ନନ୍ଦକିଶୋର ସାହୁ, ବରୀ ର ଉପନିର୍ବାହୀଯନ୍ତ୍ରୀ ଶ୍ରୀ ତରୁଣ କାନ୍ତ ଦାସ ଙ୍କୁ ଅନୁଷ୍ଠାନ ର ସଭାପତି,ସମ୍ପାଦକ ଓ ସଦସ୍ୟ ମାନେ ମିଶି କରି ପୁଷ୍ପଗୁଚ୍ଛ ଓ ଔପଢକନ ମାଧ୍ୟମରେ ସମାନିତ କରିଥିଲେ। ଓ ଶ୍ରୀ ଦାସ ଓ ଶ୍ରୀଯୁକ୍ତ ସାହୁ ଆଗାମୀ ଅନ୍ବେଷଣ ସହ ଯୋଡି ହୋଇ ରହିବାକୁ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଥିଲେ। ଓ ଅନ୍ବେଷଣ କୁ ସାଧୁବାଦ ଜ୍ଞାପନ କରିଥିଲେ।
 

Leave a Comment

Your email address will not be published. Required fields are marked *