ବନ୍ଧୁଗଣ ଅଧିକାଶଂ ଝିଅ ବିବାହ ପରେ ବହୁତ ସୁନ୍ଦର ଦେଖା ଯାଆନ୍ତି ବିବାହ ପୁର୍ବ ରୁ ଝିଅ ସୁନ୍ଦର ନଥିଲେ ବି ବିବାହ ପରେ ବି ଆଉ ଟିକେ ସୁନ୍ଦର ହୋଇଯାଏ ଏପରି କାହିଁକି ହୁଏ ଆଜି ଆମେ ଆପଣ ମାନଙ୍କୁ ଏହା ପଛ ରେ ଥିବା କାରଣ ଗୁଡିକ ବିଷୟ ରେ ଆମେ ଆପଣ ମାନଙ୍କୁ କହିବୁ ତେବେ ବନ୍ଧୁଗଣ ଆପଣ ମାନେ ଏହି ସବୁ ର ଉତ୍ତର ଜାଣିବା ପାଇଁ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ ବିବାହ ପରେ ମହିଳା ମାନଙ୍କ ଶରୀର ସୁନ୍ଦର ହୋଇଯିବା ପଛରେ 3 ଟି କାରଣ ରହିଅଛି ।ପ୍ରଥମ କାରଣ ହେଉଛି ବିବାହ ପରେ ମହିଳା ମାନେ ପ୍ରତି ଦିନ ତାଙ୍କ ସ୍ୱାମୀ ଙ୍କ ସହିତ ଭଲ ସମ୍ପର୍କ ରଖନ୍ତି ଖାସ କରି ଯେଉଁ ମହିଳା ମାନେ ସମ୍ପର୍କରେ ଚରମ ସୁଖ ପ୍ରାପ୍ତ କରନ୍ତି ସେହି ମହିଳା ମାନେ ହିଁ ସୁନ୍ଦର ଦେଖା ଯାଆନ୍ତି , କାରଣ ଚରମ ସୁଖ ପ୍ରାପ୍ତ କରିବା କାରଣ ରୁ ମହିଳା ମାନେ ପୁର୍ବ ଅପେକ୍ଷା ଅଧିକ ଖୁସି ରହିଥାନ୍ତି ବିବାହ ପରେ ଯେଉଁ ମହିଳା ମାନେ ଖୁସି ରୁହନ୍ତି ଏହାର ସକରାତ୍ମକ ପ୍ରଭାବ ତାଙ୍କ ଶରୀର ଉପରେ ପଡେ ଖୁସି ରହିବା କାରଣ ରୁ ତାଙ୍କ ଶରୀର ରେ ଏକ ପ୍ରକାର ର ରାସାୟନୀକ ପରିବର୍ତ୍ତନ ଘଟେ ଯାହା ଫଳରେ ସେ ମହିଳା ମାନେ ପୁର୍ବ ଅପେକ୍ଷା ଅଧିକ ସୁନ୍ଦର ଓ ଆକର୍ଷକ ଲାଗନ୍ତି।
ଦ୍ୱତୀୟ କାରଣ ହେଉଛି ବିବାହ ପରେ ମହିଳା ମାନେ ତାଙ୍କ ସ୍ୱାମୀ ପାଖରେ ରହୁଥିବାରୁ ତାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଥାନ୍ତି ତେଣୁ ସେମାନେ ଟିକେ ଅଧିକ ମେକଅପ ନେଇଥାନ୍ତି ସେ ସେଥି ପାଇଁ ମଧ୍ୟ ବିବାହିତା ମହିଳା ମାନେ ସୁନ୍ଦର ଦେଖା ଯାଆନ୍ତି ଆଉ ଗୋଟେ କାରଣ ହେଉଛି ବିବାହ ପରେ ମହିଳା ମାନେ ଶାଢୀ ମଥାରେ ସିନ୍ଦୁର ମଙ୍ଗଳ ସୁତ୍ର ଆଉ ହାତ ରେ ଚୁଡି ପିନ୍ଧିବା କାରଣ ରୁ ତାଙ୍କର ସୁନ୍ଦରତା ଆଉ ଟିକେ ବଢି ଯାଏ ।ବିବାହ ପରେ ତାଙ୍କ ଘରକୁ ବିଭିନ୍ନ ଲୋକ ଙ୍କ ର ଯିବା ଆସିବା ବଢି ଯାଏ ଯାହା ଫଳ ରେ ତାଙ୍କର ନିଜକୁ ସୁନ୍ଦରତା କରିବା ର ଇଚ୍ଛା ଶକ୍ତି ବଢିଯାଇଥାଏ
ତୃତୀୟ କାରଣ ଟି ହେଉଛି ଏକ ପରୀକ୍ଷା ଅନୁଯାଇ ଜଣା ଯାଇଛି ଯେ ଯେଉଁ ମହିଳା ମାନେ ବିବାହ ପରେ ଅଧିକ ଖୁସି ରହିଥାନ୍ତି ତାଙ୍କ ଖାଦ୍ୟ ପେୟ ରେ ପରିବର୍ତ୍ତନ ଦେଖା ଦିଏ ଅଧିକ ଖାଇବା କରଣ ରୁ ତାଙ୍କ ଓଜନ ସାମାନ୍ୟ ଟିକେ ବଢିଯାଏ ଯାହା ଫଳରେ ସେମାନେ ସୁନ୍ଦର ଦେଖା ଯାଇଥାନ୍ତି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।