ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ରାଇଛନ୍ଦା ଗ୍ରାମ ପଞ୍ଚାୟତ ଡଗରପଡା ଗ୍ରାମର ସ୍ବର୍ଗତ ନରହରି ତରାଇଙ୍କ ଦୁଇ ପୁଅ ଓ ଏକମାତ୍ର ଅଲିଅଳି ଝିଅ ନମିତା ତରାଇ। ତଥାପି ହାରିନାହାଁନ୍ତି ନମିତାର ମା, ଅର୍ଥ ସାଜିଚି ବାଧକ ଓ ଦାରିଦ୍ର୍ଯ ତାଙ୍କ ଜୀବନରେ ବଡ ବୋଝ ସାଜିଚି, ସରକାରଙ୍କ ଏତେ ଯୋଜନା ଥାଇ ମଧ୍ଯ ନମିତାଙ୍କୁ କୌଣସି ସୁବିଧାସୁଯୋଗ ମିଳିଲା ନାହିଁ। ନମିତାଙ୍କୁ ବ୍ରେନ ଟିମୋର ନମିତାଙ୍କ ବଡ ବଡ ଭାଇଙ୍କ ଗୋଟିଏ ଆଖି ନଷ୍ଟ ହୋଇ ଜାଇଛି,ଜାହା ଫଳରେ ପରିବାରର ରୋଜଗାର ସୁନ୍ୟ ହୋଇ ପଡିଛି ସେହି ଭଙ୍ଗା ଛାମୁଣ୍ଡିଆ ପାଲତଳେ କଟୁଛି ଜୀବନ, ନମିତାଙ୍କ ମା ବାରମ୍ବାର ସ୍ତାନିୟ ସରପଞ୍ଚ ଓ ବିଡିଓ ତାଙ୍କ ଦୁଃଖ ଜଣାଇଲେ ମଧ୍ଯ କୌଣସି ସୁଫଳ ମିଳିଲା ନାହିଁ । ଏଣୁ ଗ୍ରାମ ବାସୀଙ୍କ ଅଭିଯୋଗ କରିଛନ୍ତି ଜିଲ୍ଲା ପ୍ରଶାସନ ଓ ସରକାର ତାଙ୍କ ଦୁଃଖ ସୁଣନ୍ତୁ । ଯାଜପୁରରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ
