ଭାରତ-ବାହାରକୁ-କାମ-କରିବ-ଯିବାପୂବର-ଜାଣିନିଅନ୍ତୁ-କିଛି-ଜରୁରୀ-କଥା
- ଅପରାଧ

ଭାରତ ବାହାରକୁ କାମ କରିବ ଯିବାପୂବର ଜାଣିନିଅନ୍ତୁ କିଛି ଜରୁରୀ କଥା

ଆଜିକାଲି Visa ଆଉ Job ର ଲୋଭ ଦେଖାଇ ବହୁ ପରିମାଣର ଦରମାର ଲୋଭ ଦେଖାଇ socila media ସାହାଯ୍ୟରେ ନିଜର ବିଭିନ୍ନ Advatisement Postକରି  ବେକାର ଯୁବକଯୁବତୀ ମାନଙ୍କ ନିଜ ଜାଲରେ ଫସେଇ ଅନେକ ଟଙ୍କା ନେଇ ଯାଉଛନ୍ତି,fake appotimment letter ,Medical Test ବାହାନା କରି 30,000/-ରୁ 60,000/-ଟଙ୍କା ନେଇଯାଉଛନ୍ତି,ଏପରି ଘଟଣା ପ୍ରତି ସଚେତନା ହୁଅନ୍ତୁ ,ଠକାମିର ରଖାପାରିବେ .ଯେଉଁ Company ବା Consulating ରେ ଯୋଗାଯୋଗ କରୁଛନ୍ତି ,ତାହାର Regd.No ,GST No ଦେଖିନିଅନ୍ତୁ,ଏବଂ ଏବାବଦରେ  ଠିକ ଭାବରେ ତଥ୍ୟ ନିଅନ୍ତୁ,ଏବଂ ଯଦି କୋଣସି ଟଙ୍କା ଦେଉଛନ୍ତି ଏହାକୁ କଦାପି କେଣୀସି ବ୍ୟକ୍ତି Bank Account ରେ ଦିଅନ୍ତୁ ନାହୀଁ,ସବୁବେଳେ Company Bank Account ରେ ଦେବା ପାଇଁ ଚେଷ୍ଠା କରନ୍ତୁ,ଏବଂ ସବୁ Document Company ର ଦେଖୀସାରିଲା ପରେ ନିଶ୍ଚିତ ହେଲେ ଆଗକୁ ବଢ଼ନ୍ତୁ ,

Leave a Comment

Your email address will not be published. Required fields are marked *