ଶୋଇବା ସମୟରେ କେବେବି ମୁଣ୍ଡ ପାଖରେ ତୈଳ ପାତ୍ର ରଖି ଶୋଇବେ ନାହିଁ। ଏହା ଦ୍ୱାରା ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତା ସହିତ କଠିନ ପରିସ୍ଥିତି ଉତ୍ପନ୍ନ ହୋଇଥାଏ।ଶୋଇବା ସମୟରେ ତକିଆ ତଳେ କୌଣସ ଚାବି ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଆର୍ଥିକ ସମସ୍ୟା ଦେଖାଯାଏ।ବାସ୍ତୁ ଅନୁସାରେ ଶୋଇବା ସମୟରେ ମୁଣ୍ଡ ପାଖରେ କେବେବି ଔଷଧ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ତା ସହିତ ଖର୍ଚ୍ଚ ବଢିଥାଏ।ଶୋଇବା ବେଳେ କେବେବି ତକିଆ ତଳେ ବହି କିମ୍ବା ପେପର ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ୱାରା ନିଜର କ୍ୟାରୀୟର ଏବଂ ବୃଦ୍ଧି ଉପରେ ଖରାପ ପ୍ରଭାବ ପଡିଥାଏ।ଶୋଇବା ସମୟରେ କେବେବି ଚପଲ ପାଖରେ ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ୱାରା ମନ ବ୍ୟସ୍ତ ହୋଇଥାଏ ଏବଂ ଭଲ ନିଦ ହୋଇନଥାଏ।ଶୋଇବା ସମୟରେ ତକିଆ ପାଖରେ କେବେବି ପାଣି ବତଲ ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ଅଶୁଭ ହୋଇଥାଏ। ଏବଂ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାର। ଏହା ସହ ମନ ଚି-ନ୍ତାଗ୍ର-ସ୍ତ ହୋଇଥାଏ।ଶୋଇବା ସମୟରେ ତକିଆ ତଳେ ହନୁମାନ ଚାଳିସା ରଖିବା ଦ୍ୱାରା ଶୋଇବା ସମୟରେ ହନୁମାନ ଚାଳିସା ପଢିବା ଦ୍ୱାରା ସବୁ ମଙ୍ଗଳକାରୀ ହୋଇଥାଏ ଏବଂ ସବୁ ସ-ଙ୍କ-ଟ ଦୂର ହୋଇଥାଏ।
