ଶ୍ରୀଯୁକ୍ତ-ଶିବ-କେତନ-ମହାନ୍ତି-ମୟୁରଭଞ୍ଜ-ଜିଲ୍ଲା-ପର୍ଯ୍ୟବେକ୍ଷକ-ଭାବେ-ନିଯୁକ୍ତି
- ରାଜନୀତି

ଶ୍ରୀଯୁକ୍ତ ଶିବ କେତନ ମହାନ୍ତି,ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି

 ଓଡିଶା ପ୍ରଗତି ଦଳର ମୟୁରଭଞ୍ଜ ଜିଲ୍ଲା  ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ହେଲେ ଶ୍ରୀଯୁକ୍ତ ଶିବ କେତନ ମହାନ୍ତି ସେ ଜଣେ ଯାଜପୁର ଜିଲ୍ଳା ର ବରିଷ୍ଠ ଆଇନଜୀବୀ ଓ ସାମ୍ବାଦିକ ବିରଜା ମା ଙ୍କର ସୁ ସନ୍ତାନ। ଓଡିଶା ପ୍ରଗତି ଦଳ ର କାର୍ଯ୍ୟକାରୀ ସଭାପତି ଗିରିଜା ପ୍ରସାଦ ମହାନ୍ତି ଏବଂ ରାଜ୍ୟ ସଭାପତି ଙ୍କ ପରାମର୍ଶ କ୍ରମେ ୩୦ଜିଲ୍ଲାର ସଂଗଠକ ପ୍ରକ୍ରିୟା ରେ ତ୍ୱରାନ୍ୱିତ କରିବା ନିମନ୍ତେ ଓଡିଶା ପ୍ରଗତି ଦଳ ର ମୁଖ୍ୟ ପର୍ଯ୍ୟବେକ୍ଷକ ଦିବ୍ୟରଞ୍ଜନ ସ୍ୱାଇଁ ସୁପାରିଶ ପ୍ରଦାନ କରିଥିଲେ। ଓ ଏହାର ଏକତା ନକଲ ରାଜ୍ୟ ମହାସଚିବ ତରୁଣ ପତିଙ୍କ ଅବଗତ ନିମନ୍ତେ ପଠାଯାଇଛି। ଏହି ନିଯୁକ୍ତି ପରେ  ଶ୍ରୀଯୁକ୍ତ ମହାନ୍ତି ଙ୍କ ପାଖକୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା  ବାର୍ତା  ର ସୁଅ ଛୁଟୁଅଛି। ଏବଂ ୨୦୨୪ ମସିହା ରେ ଆଗାମୀ ଥିବା ବିଧାନସଭା ନିର୍ବାଚନ ରେ ଯାଜପୁର ସଦର ରୁ ଏହି ଦଳରୁ ପାର୍ଥି ହେବାର ଜଣାପଡିଛି ଏହି ଦଳ ର ସାଙ୍କେତିକ ଚିହ୍ନ ଡଙ୍ଗା ଧର୍ମ ର ପ୍ରତୀକ।

Leave a Comment

Your email address will not be published. Required fields are marked *