ସୁଶାନ୍ତଙ୍କ-ଘର-ଛାଡି-ରିୟା-କାହିଁକି-ଚାଲି-ଆସିଲେ-
- ମନୋରଂଜନ

ସୁଶାନ୍ତଙ୍କ ଘର ଛାଡି ରିୟା କାହିଁକି ଚାଲି ଆସିଲେ ?

 ବଲିଉଡ ଅଭିନେତା ସୁଶାନ୍ତ ସଂହ ରାଜପୁତ୍‌ ମୃତ୍ୟୁ ଘଟଣା ଉପରୁ ଏବେ ବି ରହସ୍ୟ ଉଠିନି। ଇତିମଧ୍ୟରେ ସିବିଆଇ ତଦନ୍ତ ସାରି ଫେରିଥିବାବେଳେ ମୁମ୍ବାଇ ପୋଲିସ ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇପଡ଼ୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁର ମୁଖ୍ୟ ଅଭିଯୁକ୍ତ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଏକ ବଡ ଖୁଲାସା ସାମ୍ନାକୁ ଆସିଛି। ରିୟାଙ୍କ ଓକିଲ ଏହି ରହସ୍ୟର ଉନ୍ମୋଚନ କରିଛନ୍ତି। ସୁଶାନ୍ତଙ୍କ ଫ୍ଲାଟ୍‌ରେ ରହୁଥିବା ରିୟା କାହିଁକି ଜୁନ୍‌ ୮ରେ ତାଙ୍କ ଘର ଛାଡ଼ି ଆସିଲେ ସେ ବିଷୟରେ ତଥ୍ୟ ରଖିଛନ୍ତି ରିୟାଙ୍କ ଓକିଲ ରିୟାଙ୍କ ଓକିଲା ସତୀଶ ମାନଶିନ୍ଦେ ।

Leave a Comment

Your email address will not be published. Required fields are marked *