social-media-ଚଲାଉଛନ୍ତି-କି-ହେଇଯାଉନ୍ତୁ-ସାବଧାନ...
- ଅପରାଧ

Social Media ଚଲାଉଛନ୍ତି କି ହେଇଯାଉନ୍ତୁ ସାବଧାନ...

 ଆଜି କାଲି Social Media ର ଚାହିଦା ଏମିତି ବଢିଚାଲିଛି,Facebook,Instergram,WhatsAap,... ସାଧାରଣତ ଅନେକ ମାତ୍ରାରେ ଚାଲିଛି,ଏମିତିକି ନଖାଇଲେ ଦିନେ ଚଳିଯିବେ,କିନ୍ତୁ Social Media ଏମି  ଏକ ନିଶା ହୋଇଯାଇଛି ,ଦିନେ ନହଲେ ଚଳିପାରିବେନି,କିମ୍ନୁ ଏହାରି ସୁଯୋଗ ନେଇ ଆଜିକାଲି ବିଭିନ୍ମ ସହରେ Social Media ମାଧ୍ୟମରେ ନିଜର ରୋଜଗାର କରିବାରେ ଲାଗିଛନ୍ତୁ ,Social Media rm ଆଜି କାଲି ବହୁ ଯୁବକଯବତୀ ନିଜର Photo ଛାଡୁଛୁନ୍ତି ଏବଂ ନିଜ ଆଡୁ ଆପଣଙ୍କ ପାଖକୁ Friendship Request sent କରୁଛନ୍ତି,ଯଦି ଆପଣ ଏହାକୁ Accept କରୁଛନ୍ତି,ଆପଣ ସହ ବଧୁତା ଆରମ୍ଭ କରି ପ୍ରଥମ ପ୍ରଥମ ଆପଣଙ୍କୁ ନିଜର ମିଠା ମିଠା କଥା କହି ନିଜର କରିନେଉଛୁନ୍ତି,ତା ପରେ ଆପଣଙ୍କ WhatsAap ନମ୍ବର ମାଗିନେଉଛନ୍ତି ,ନେଲା ପରେ ଆପଣଙ୍କୁ ବିଭିନୃ  ନଗ୍ନ Photo Send କରୁଛନ୍ତି,ଯଦି ଆପଣ ଚାଟ୍ଟିକରୁଛନ୍ତି ଆପଣଙ୍କୁ Video କରିବା ପାଇଁ କହୁଛନ୍ତି,ଏବଂ ଏହାବାଦରେ କିଛି ଟଙ୍କା ବି ନେଉଛିନ୍ତି,ଯଦି ଆପଣଙ୍କ ତାଙ୍କ ଜାଲରେ ଫସିଯାଉଛନ୍ତି ,ଆପଣଙ୍କ ସେମାନେ Black Mail କରିବ ଆରମ୍ଭ କରିଦେଉଛନ୍ତି,ଆପଣଙ୍କୁ ବିଭିନ୍ନ ପକାର ଧମକ Video କୁ Viral କରିଦେବୁ,ଏତିକି ଟଙ୍କା ଦିଅ,ନହେଲେ ହରାଣହେବୁ ଏମତି,ତେଣୁ ନିଶ୍ଚିତ ଭାବରେ ଚେତନା ହୁଅନ୍ତୁ ,ଏବଂ ନିଜକୁ Social Media ଘଟୁଥ୍ ବା ଏପରି ଘଟଣାରୁ ଦୁରେଇ ରଖନ୍ତୁ,ଯଦି ଆମରି ଏ ଲେଖାଟି ଭଲ ଲାଗିଲା Share କରନ୍ତୁ

Leave a Comment

Your email address will not be published. Required fields are marked *